Odishafreejobalert.com
Daily Free Job Update
SSC CGL Vacancy 2022 out- 20000 Vacancies
Posted on: 28, December 2019

Last updated on September 18th, 2022 at 11:44 am

ସଂକ୍ଷିପ୍ତ ଜାନକାରୀ :

SSC CGL Vacancy 2022 20000 post :

ଓଡିଶା ଫ୍ରି ଜବ ଆଲର୍ଟ (Odisha Free Job Alert) ରେ ସ୍ୱାଗତ , ଷ୍ଟାଫ ସିଲେକସନ କମିଶନ ଏବେ ଏବେ SSC Combines graduate Level Examination  ର ଭେକନସି ଜାରି କରିଛି | ଯେଉଁ ବିଦ୍ୟାର୍ଥୀ ଏହି ପୋଷ୍ଟ ପାଇଁ ଇଛୁକ ବା ଯୋଗ୍ୟତା ରଖିଛନ୍ତି SSC JOB  ପୋଷ୍ଟ ପାଇଁ ସେମାନେ ଆବେଦନ କରି ପାରିବେ | SSC JOB ଫର୍ମ କୁ ଆବେଦନ ଆଗରୁ ନୋଟିଫିକେସନ କୁ ଭଲ ଭାବରେ ପଢି ନିଅନ୍ତୁ | ପୋଷ୍ଟ ର ଶେଷରେ SSC JOBର ନୋଟିଫିକେସନ ର ଲିଙ୍କ ଆବେଦନ କରିବାର ଲିଙ୍କ ଆଉ ଅନ୍ୟ ମହତ୍ୱପୂର୍ଣ୍ଣ ଲିଙ୍କ ଦିଆଯାଇଛି ସେଠୁ କ୍ଲିକ କରି ଆପଣ ଫର୍ମ କୁ ଆବେଦନ କରି ପାରିବେ |

SSC CGL Vacancy

ପଦ ର ବିବରଣୀ : 

ଟୋଟାଲ ପୋଷ୍ଟ  – 20000 ଭେକେନସି 
ପୋଷ୍ଟ ର ନାମ – VARIOUS POST

ssc logo odisha free job alert

ମହତ୍ୱପୂର୍ଣ୍ଣ ତାରିଖ :

  • ଆବେଦନ କରିବାର ଆରମ୍ଭ ତାରିଖ : 17-09-2022
  • ଆବେଦନ କରିବାର ଶେଷ ତାରିଖ : 08-10-2022
  • ଫି ପେମେଣ୍ଟ କରିବାର ଶେଷ ତାରିଖ : 09-10-2022
  • ପରୀକ୍ଷା ତାରିଖ : Update Soon
  • ଆଡମିଟ କାର୍ଡ ଡାଉନଲୋଡ଼ ତାରିଖ : Update Soon
  • ପରୀକ୍ଷା ରିଜଲଟ ତାରିଖ : Update Soon

ଏପ୍ଲିକେସନ ଫି :

  • ଜେନେରାଲ , OBC କେଣ୍ଡିଡେଟ : Rs. 100 / –
  • SC, ST କେଣ୍ଡିଡେଟ : Rs. Rs. / –
  • PH କେଣ୍ଡିଡେଟ : Rs. Rs. / –

ବୟସ ସୀମା 

  • ଅଧିକତମ ବୟସ : 21ବର୍ଷ
  • ନିମ୍ନତମ ବୟସ : 32 ବର୍ଷ
  • ବୟସ ରଇଲେକ୍ସସେସନ ଅଧିକ ଜାଣିବା ପାଇଁ ନୋଟିଫିକେସନ ପଢନ୍ତୁ

ପେମେଣ୍ଟ ପୈଠ କରିବାର ପ୍ରକାର 

  • ଆପଣ ମାନେ ନେଟ ବେକିଙ୍ଗ, DEBIT କାର୍ଡ , CREDIT କାର୍ଡ , ତଥା E-CHALAN ରେ ପରୀକ୍ଷା ଫି କୁ ପୈଠ କରି ପାରିବେ

ଶିକ୍ଷାଗତ ଯୋଗ୍ୟତା 

  • କୌଣସି ମଧ୍ୟ ମାନ୍ୟତା ପ୍ରାପ୍ତ ବୋର୍ଡ / ସଂସ୍ଥାନ ରୁ +2 ବିଜ୍ଞାନ କିମ୍ବା ଭୋକେସନଲ ପାସ କରିଥିବା ଅନିବାର୍ଯ୍ୟ ଅଟେ
  • ଶୈକ୍ଷିକ ଯୋଗ୍ୟତା ଉପରେ ଅଧିକ ଜାଣିବା ପାଇଁ ନୋଟିଫିକେସନ ପଢନ୍ତୁ |

ଚୟନ ଆଧାର : 

  • ବିଦ୍ୟାର୍ଥୀ ମାନଙ୍କର ଚୟନ ଲିଖିତ ପରୀକ୍ଷା ତଥା ସାର୍ଟିଫିକେଟ ଭେରିଫିକେସନ ଯୋଗ୍ୟତା ଆଧାରରେ କରାଯିବ |

Description of posts

Check Official Notification for Post Details Link Given Below

Application Process

  • After going through the end of this website and carefully reading the notification related to the SSC Recruitment form, complete the online application process and keep a photocopy of the filled application form with you for the upcoming selection process.

Important instructions

  • After filling the SSC Recruitment Form, keep the Rashid of registration and the Rashid of fees with you safely.

All interested candidates should read the guidelines thoroughly before filling out the form.

Important Links


,

Leave a Reply

Your email address will not be published. Required fields are marked *