RRB / RRC Syllabus & Exam Pattern odia

22/11/2019
17 mins read

RRB/RRC Group D Level 1 Posts Syllabus & Exam Pattern 2019: CBT & PET

ଏହି ପୋଷ୍ଟରେ , ରେଲେୱ RRC ଲେବେଲ 1 ପୋଷ୍ଟ 2019 ପରୀକ୍ଷା ର ବିସ୍ତୃତ ପରୀକ୍ଷା ପେଟର୍ନ କୁ ଡିସ୍କସନ କରୁଛୁ | ଯଦି ଆପଣ ରେଲୱେ ର RRC ଲେବେଲ 1 ପୋଷ୍ଟ ପାଇଁ ଆବେଦନ କରିଛନ୍ତି ତାହେଲେ ଏହି ଆର୍ଟିକିଲ ବହୁତ ସାହାଯ୍ୟ କରିବ | RRC ଲେବେଲ 10 ପୋଷ୍ଟ ରେ ପରୀକ୍ଷା ହେଇପାରେ ଅପଣଂକର ଆସନ୍ତା ବର୍ଷ ଫେବୃଆରୀ ରୁ ମାର୍ଚ୍ଚ ମଧ୍ୟରେ ହେଇପାରେ |

ରେଲେୱ ଗୃପ D ପରୀକ୍ଷା ପେଟେର୍ନ 

1. କମ୍ପୁଟର ଆଧାରିତ ଟେଷ୍ଟ ( ସିବିଟି )
2. ଶାରୀରିକ ଦକ୍ଷତା ପରୀକ୍ଷା ( ପୀଇଟି)
3. ସାର୍ଟିଫିକେଟ ଭେରିଫିକେସନ

RRC ଲେବେଲ 1 ପୋଷ୍ଟ କମ୍ପୁଟର ବେଶ ଟେଷ୍ଟ ( ସିବିଟିପରୀକ୍ଷା ପେଟେର୍ନ 2019
ବିଷୟ ପ୍ରଶ୍ନ ସଂଖ୍ୟା
ଅବଜେକ୍ଟିଭ ମଲ୍ଟି ପୁଲ ଚଏସ ପ୍ରଶ୍ନ
(ପ୍ରତ୍ୟକ ପ୍ରଶ୍ନ ଗୋଟେ ମାର୍କ )
ସମୟ ସୀମା
 ଜେନେରାଲ ସାଇନ୍ସ 25 1 ଘଣ୍ଟା 30 ମିନିଟ
( PWD କେଣ୍ଡିଡେଟ
ପାଇଁ 2 ଘଣ୍ଟା)
ଗଣିତ ( MATH) 25
ଜେନେରାଲ ଇଣ୍ଟଲିଜେନ୍ସ
ଓ ରିଜୋନିଙ୍ଗ
30
ଜେନେରାଲ ଆୱାରନେସ ଓ
କରେଣ୍ଟ ଏଫେୟାର୍ସ
20
ଟୋଟାଲ 100 ଟି ପ୍ରଶ୍ନ 100 ମାର୍କ
ଯଦି ବହି ଦରକାର BUY NOW ରେ କ୍ଲିକ କରିକି BUY କରନ୍ତୁ


ଧ୍ୟାନ ରଖନ୍ତୁ : 

(1) ସବୁ ପ୍ରଶ୍ନ ବସ୍ତୁନିଷ୍ଠ ପ୍ରଶ୍ନ ( MCQ) ପ୍ରକାର ର ରହିବ
(2) ପ୍ରତ୍ୟକ ପ୍ରଶ୍ନ ଏକ – ଏକ ଅଙ୍କ ରହିବ
(3) ପ୍ରତ୍ୟକ ପ୍ରଶ୍ନ ଆପଣଙ୍କର ଦିଆଯାଇଥିବା ସିଲାବସ ଅନୁଯାଇ ଆସିବ |
(4) ଏଇ ପରୀକ୍ଷାରେ ମାଇନସ ମାର୍କ ଅଛି, ପ୍ରତ୍ୟକ ଭୁଲ ଉତ୍ତର ପାଇଁ 1/3 ମାର୍କ କଟିବ
( 5) ପରୀକ୍ଷା କମ୍ପୁଟର ବେସଡ ଟେଷ୍ଟ ହେବ
ବିଭିନ୍ନ ଶ୍ରେଣୀ ର କ୍ୱାଲିଫାୟ ପାଇଁ ନିଉନ୍ମତମ ପ୍ରତିଶତ ଅଙ୍କ : UR-40%, EWS40%, OBC -30%, SC-30%, ST-25%।

ଗଣିତ ( MATHEMATICS) ର ପ୍ରଶ୍ନ ପେଟର୍ନ 

    MATHEMATICS FULL SYLLABUS
ବିଷୟ  ମାର୍କ
ସରଳୀକରଣ ( Simplification) 7-10 ପ୍ରଶ୍ନ
ଡାଟା ଇଂଟରପିଟେସନ ( Data Interpretation) 4-5 ପ୍ରଶ୍ନ
ବୀଜଗଣିତ ( Algebra) 3-4 ପ୍ରଶ୍ନ
ପ୍ରତିଶତ ( Percentge) 2-3 ପ୍ରଶ୍ନ
ସଂଖ୍ୟା ପ୍ରଣାଳୀ ( Number System) 2-3 ପ୍ରଶ୍ନ
ଅନୁପାତ ଓ ସମାନୁପାତ ( Ratio & Proportion) 1-2 ପ୍ରଶ୍ନ
ମିଶ୍ରଣ ( Mixture Problem) 1-2 ପ୍ରଶ୍ନ
ପରିମିତି ( Mensuration) 2-3 ପ୍ରଶ୍ନ
ଏଭରେଜ ( Average) 1-2 ପ୍ରଶ୍ନ
ସମୟ ଓ କାର୍ଯ୍ୟ ( Time & Work ) 2-3 ପ୍ରଶ୍ନ
ଗତି, ସମୟ ଓ ଦୂରତା ( Speed, Time and Distance) 2-3 ପ୍ରଶ୍ନ
ସୁଧ ( Interest) 1-2 ପ୍ରଶ୍ନ
ଲାଭ ଓ କ୍ଷତି ( Profit & Loss) 2-3 ପ୍ରଶ୍ନ
ଜ୍ୟାମିତି ( Geometry) 1-2 ପ୍ରଶ୍ନ
ତ୍ରିକୋଣମିତି ( Trigonometry) 0-1 ପ୍ରଶ୍ନ
ସମ୍ଭାବନା ( Probability) 0-1 ପ୍ରଶ୍ନ

 
(1)ସରଳୀକରଣ ( Simplification)  
ମାର୍କ : 7-10 ପ୍ରଶ୍ନ
ବିଷୟ : BODMAS ରୁଲ , ଅନୁମାଣିତ ମୂଲ୍ୟ , ସ୍କୟାର ରୁଟ , ପ୍ରତିଶତ , ଫ୍ରାଂକ୍ସନ , LCM, HCF, ସ୍କୟାର କ୍ୱିବ
(2) ଡାଟା ଇଂଟରପିଟେସନ ( Data Interpretation) 
ମାର୍କ : 4-5 ପ୍ରଶ୍ନ
ବିଷୟ : ଟେବୁଲର ଗ୍ରାଫ , ପାଇ ଚାର୍ଟ , ଲାଇନ ଗ୍ରାଫ , ବାର ଗ୍ରାଫ
(3) ବୀଜଗଣିତ ( Algebra)   
ମାର୍କ: 3-4 ପ୍ରଶ୍ନ
ବିଷୟ: ସମୀକରଣ ପ୍ରଶ୍ନ , କ୍ୱାଡିଟ୍ରିକ ସମୀକରଣ , ବହୁପଦ , ୟୁନିଟ ଅଙ୍କ
(4) ପ୍ରତିଶତ ( Percentge)
ମାର୍କ: 2-3 ପ୍ରଶ୍ନ
ବିଷୟ: ପ୍ରତିଶତ ବାହାର କରିବା ପ୍ରଶ୍ନ ଆସିବ
(5) ସଂଖ୍ୟା ପ୍ରଣାଳୀ ( Number System) 
ମାର୍କ: 2-3 ପ୍ରଶ୍ନ
ବିଷୟ : ସବୁ ପ୍ରକାର ର ସଂଖ୍ୟା ର ଯୋଗଫଲ , ଯେମିତି ଯୁଗ୍ମ ସଂଖ୍ୟ , ଅଯୁଗ୍ମ ସଂଖ୍ୟା , ଭାଜ୍ୟ ସଂଖ୍ୟା, ବିଭାଜନ ଓ ଅବଶେଷ

(6) ଅନୁପାତ ଓ ସମାନୁପାତ ( Ratio & Proportion) 
ମାର୍କ: 1-2 ପ୍ରଶ୍ନ
ବିଷୟ: ସରଳ ଅନୁପାତ , କମ୍ପାଉଣ୍ଡ ଅନୁପାତ , ପ୍ରତ୍ୟକ୍ଷ ଅନୁପାତ ତଥା ଅପ୍ରତ୍ୟକ୍ଷ ଅନୁପାତ, ଚତୁର୍ଥୀ ଅନୁପାତ, ଆୟୁ ସମ୍ବଦ୍ଧିତ ପ୍ରଶ୍ନ, ମାଧ୍ୟାନୁପାତ
(7) ମିଶ୍ରଣ ( Mixture Problem) 
ମାର୍କ :1-2 ପ୍ରଶ୍ନ
ବିଷୟ: ଦୁଇ ରୁ ଅଧିକ ୟୁନିଟ ର ମିଶ୍ରଣ, ମିଶ୍ରନୁପାତ ପ୍ରକାର ର ପ୍ରଶ୍ନ
(8) ପରିମିତି ( Mensuration) 
ମାର୍କ : 2-3 ପ୍ରଶ୍ନ
ବିଷୟ: ବର୍ଗାଖେତ୍ର, ଆୟତ, ବୃତ୍ତ ବା ଅର୍ଦ୍ଧବୃତ୍ତ, ତ୍ରିଭୁଜ
(9) ଏଭରେଜ ( Average) 
ମାର୍କ: 1-2 ପ୍ରଶ୍ନ
ବିଷୟ: ଓଜନ ର ଏଭରେଜ , ଉଚ୍ଚ ନୀଚ ର ଏଭରେଜ, ଆୟୁ , ଅଙ୍କ , ତାପମାନ ଆଦି ମାନଙ୍କର ଏଭରେଜ ବାହାର କରିବାକୁ ପ୍ରଶ୍ନ ପଡିବ

(10)ସମୟ ଓ କାର୍ଯ୍ୟ ( Time & Work ) 
ମାର୍କ: 1-2 ପ୍ରଶ୍ନ
ବିଷୟ : କାର୍ଯ୍ୟ କ୍ଷମତା , କାର୍ଯ୍ୟ ଓ ଶ୍ରମିକ , ମହିଳା ଓ ପୁରୁଷ କାର୍ଯ୍ୟ , ପାଇପ ଓ ଟାଙ୍କି

(11)ଗତି, ସମୟ ଓ ଦୂରତା ( Speed, Time and Distance) 
ମାର୍କ: 2-3 ପ୍ରଶ୍ନ
ବିଷୟ: ଟ୍ରେନ ସମ୍ବଦ୍ଧିତ ପ୍ରଶ୍ନ , ଡଙ୍ଗା ଓ ଧାରା ସମ୍ବଦ୍ଧିତ ପ୍ରଶ୍ନ , ଗତି ର ଏଭରେଜ
(12) ସୁଧ ( Interest) 
ମାର୍କ: 1-2 ପ୍ରଶ୍ନ
ବିଷୟ: ସାଧାରଣ ସୁଧ ( SI), ଚକ୍ରବୃଦ୍ଧି ସୁଧ (CI) , CI ଏବଂ SI ଉପରେ ସଂଯୁକ୍ତ ପ୍ରଶ୍ନ
(13) ଲାଭ ଓ କ୍ଷତି ( Profit & Loss)
ମାର୍କ: 2-3 ପ୍ରଶ୍ନ
ବିଷୟ: ଲାଭ କ୍ଷତି ପ୍ରଶ୍ନ , କିଣା ବିକା ପ୍ରଶ୍ନ, ପାର୍ଟନର ସିପ ସମ୍ଭାଦ୍ଧିତ ଲାଭ କ୍ଷତି ପ୍ରଶ୍ନ, ଡ଼ିସକାଉଣ୍ଟ,, କ୍ରୟମୂଲ୍ୟ , ବିକ୍ରୟମୂଳ୍ୟ ବାହାର କରିବା ପ୍ରଶ୍ନ
(14) ଜ୍ୟାମିତି ( Geometry) 
ମାର୍କ : 1-2 ପ୍ରଶ୍ନ
ବିଷୟ: ତ୍ରିକୋଣ , ଜ୍ୟାମିତି ସମ୍ବଦ୍ଧିତ ସବୁ ପ୍ରଶ୍ନ
(15) ତ୍ରିକୋଣମିତି ( Trigonometry)
ମାର୍କ: 1-2 ପ୍ରଶ୍ନ
ବିଷୟ: କୋଣ ଏବଂ ମାପ , କୋଣ ମଧ୍ୟରେ ଦୂରତା
(16) ସମ୍ଭାବନା ( Probability) 
ମାର୍କ: 0-1 ପ୍ରଶ୍ନ
ବିଷୟ: ଟଙ୍କା ସମ୍ବଦ୍ଧିତ ପ୍ରଶ୍ନ, ତାସ ସମ୍ବଦ୍ଧିତ ପ୍ରଶ୍ନ , ବଳ ସମ୍ବଦ୍ଧିତ ପ୍ରଶ୍ନ

ରିଜୋନିଙ୍ଗ (Reasoning) ପ୍ରଶ୍ନ ପରୀକ୍ଷା ପେଟର୍ନ 

କରେଣ୍ଟ ଏଫେୟାର୍ସ ଏବଂ ଜିକେ ( Current Affairs & GK) ପ୍ରଶ୍ନ ପେଟର୍ନ 

 

REASONING SYLLABUS FOR RRC LEVEL 1     
ବିଷୟ ମାର୍କ
ଆନଲୋଜି ( Analogy) 2-3 ପ୍ରଶ୍ନ
ସଂଖ୍ୟା ଶୃଙ୍ଖଳା (Number Series) 2-3 ପ୍ରଶ୍ନ
କୋଡ଼ିଙ୍ଗ ଓ ଡିକୋଡ଼ିଙ୍ଗ ( Coding & Decoding) 1-2 ପ୍ରଶ୍ନ
ପଜଲ (Puzzles) 1-2 ପ୍ରଶ୍ନ
ଦିଗ ଓ ଦୂରତା ( Direction & Distance) 1-2 ପ୍ରଶ୍ନ
ରକ୍ତ ସମ୍ବଦ୍ଧ (Blood Relation) 1-2 ପ୍ରଶ୍ନ
ଵର୍ଣ୍ଣମାଲା ଓ ଶବ୍ଦ ପରୀକ୍ଷଣ ( Alphabet & Word Test) 1-2 ପ୍ରଶ୍ନ
ଭେନ ଡାଇଗ୍ରାମ ( Venn Diagram) 0-1 ପ୍ରଶ୍ନ
ବର୍ଗୀକରଣ ( Classification) 1-2 ପ୍ରଶ୍ନ
ଘଣ୍ଟା ଓ ସମୟ ( Time & Clock) 0-1 ପ୍ରଶ୍ନ
କେଲେଣ୍ଡର ( Calender) 0-1 ପ୍ରଶ୍ନ
ମିରର ଇମେଜ ( Mirror Image) 1-2 ପ୍ରଶ୍ନ
ୱାଟର ଇମେଜ ( Water Image) 1-2 ପ୍ରଶ୍ନ
ଶିଲୋଗିଜିମ ( Syllogism) 2-3 ପ୍ରଶ୍ନ
ଷ୍ଟେଟମେଣ୍ଟ & କୋନକ୍ଳଜନ ( Statement & Conclusion) 3-5 ପ୍ରଶ୍ନ
ପାରା ଜମ୍ବଲ ( Jumbling) 2-3 ପ୍ରଶ୍ନ
ଡିସିଜନ ମେକିଙ୍ଗ ( Decision Making) 0-1 ପ୍ରଶ୍ନ
ଅର୍ଡର & ରେଂକିଙ୍ଗ ( Order & Ranking) 1-2 ପ୍ରଶ୍ନ
ସଦୃଶ୍ୟ ଚିତ୍ର ( Same Types Image ) 1-2 ପ୍ରଶ୍ନ
ଟୋଟାଲ 30 ମାର୍କ୍ସ

Current Affairs Syllabus

 

କରେଣ୍ଟ ଏଫେୟାର୍ସ ( Current Affairs) & GK  SYLLABUS
ବିଷୟ ମାର୍କ
କରେଣ୍ଟ ଏଫେୟାର୍ସ ( Current Affairs) 5-7 ପ୍ରଶ୍ନ
ଷ୍ଟାଟିକ ଜିକେ ( Static GK)) 3-5 ପ୍ରଶ୍ନ
ଭୂଗୋଳ ( Geography) 2-3 ପ୍ରଶ୍ନ
ଇତିହାସ ( History) 2-3 ପ୍ରଶ୍ନ
ରାଜନୀତି ( Political) 1-2 ପ୍ରଶ୍ନ
ଅର୍ଥଶାସ୍ତ୍ର ( Economics) 1-2 ପ୍ରଶ୍ନ
ବିବିଧ ପ୍ରଶ୍ନ ( Miscellaneous Topics) 3-5 ପ୍ରଶ୍ନ
ଟୋଟାଲ 20 ମାର୍କ୍ସ
(1) କରେଣ୍ଟ ଏଫେୟାର୍ସ ( Current Affairs)
ମାର୍କ : 5-7 ପ୍ରଶ୍ନ
ତଳେ ଦିଆଯାଇଥିବା ବୋଟୋନ ରେ କ୍ଲିକ କରିକି ଦେଖନ୍ତୁ କରେଣ୍ଟ ଏଫେୟାର୍ସ ରେ କେଉଁ ସବୁ ଟୋପିକ ପଢିବେ
(2) ଷ୍ଟାଟିକ ଜିକେ ( Static GK)
ମାର୍କ : 4-5 ପ୍ରଶ୍ନ
ତଳେ ଦିଆଯାଇଥିବା ବୋଟୋନ ରେ କ୍ଲିକ କରିକି ଦେଖନ୍ତୁ ଷ୍ଟାଟିକ ଜିକେ ରେ କେଉଁ ସବୁ ଟୋପିକ ପଢିବେ  
(3) ଭୂଗୋଳ ( Geography)
ମାର୍କ : 2-3 ପ୍ରଶ୍ନ
ବିଷୟ: ଭାରତ ଭୂଗୋଳ, ପର୍ବତ ସମୂହ , ନଦୀ ସମୂହ , ପାଣି ପାଗ, ମୃତିକା, ଇତ୍ୟାଦି
 
ତଳେ ଦିଆଯାଇଥିବା ବୋଟୋନ ରେ କ୍ଲିକ କରିକି ଦେଖନ୍ତୁ ଭୂଗୋଳ ରେ କେଉଁ ସବୁ ଟୋପିକ ପଢିବେ  
 
(4) ଇତିହାସ ( History)
ମାର୍କ : 3-4 ପ୍ରଶ୍ନ
ବିଷୟ : ଇତିହାସ ର ପ୍ରମୁଖ ଘଟଣାବଳୀ , ଇତିହାସ ର ପ୍ରମୁଖ ଯୁଦ୍ଧ , ଇତିହାସ ର ସବୁ ମହତ୍ଵପୁର୍ଣ ତାରିଖ , ଇତିହାସ ର ପ୍ରମୁଖ ସଂଗଠନ, ଇତିହାସ ର ପ୍ରମୁଖ ଆନ୍ଦୋଳନ , 1857 ପରେ 1950 ଯାଏଁ ଡିଟେଲସ , ରାଜା ଓ ତାଙ୍କ ଶାସନ ଇତ୍ୟାଦି
  
(5) ଅର୍ଥନୀତି ( Political)
ମାର୍କ : 1-2 ପ୍ରଶ୍ନ
ବିଷୟ : ସମ୍ବିଧାନ ସମ୍ବଦ୍ଧିତ ପ୍ରମୁଖ ପଏଣ୍ଟ, ସମ୍ବିଧାନ ର ସୂଚୀ , ସମ୍ବିଧାନ ର ଧାରା, ମନ୍ତ୍ରୀ ମଣ୍ଡଳ , ଇତ୍ୟାଦି
(6) ଅର୍ଥଶାସ୍ତ୍ର ( Economics)
ମାର୍କ : 1-2 ମାର୍କ
ବିଷୟ : ଲଟେଷ୍ଟ ୟୁନନ ବଜେଟ , ଇକୋନୋମିକସ ର ଇତିହାସ , ପଞ୍ଚବାର୍ଷିୟ ଯୋଜନା

ଜେନେରାଲ ସାଇନ୍ସ ( General Science ) ପ୍ରଶ୍ନ ପେଟର୍ନ 

GENERAL SCIENCE SYLLABUS FOR RRC/RRB 2019

ବିଷୟ ମାର୍କ
ଭୌତିକ ବିଜ୍ଞାନ (Physics) 7-8 ପ୍ରଶ୍ନ
ରସାୟନ ବିଜ୍ଞାନ ( Chemistry ) 7-8 ପ୍ରଶ୍ନ
ଜୀବ ବିଜ୍ଞାନ ( Biology) 8-12 ପ୍ରଶ୍ନ
ଟୋଟାଲ 20 ମାର୍କ୍ସ

ତଳେ ଦିଆଯାଇଥିବା ଲିଙ୍କ ରେ କ୍ଲିକ କରିକି ଟୋଟାଲ ବିଜ୍ଞାନ ର syllabus ଦେଖନ୍ତୁ 

 
ଯଦି ପରୀକ୍ଷା ରେ ସିଲେକସନ ନେବାକୁ ଚାହୁଁଛନ୍ତି ଗତ ବର୍ଷ ର ପ୍ରଶ୍ନ ସେଟ କୁ ପ୍ରାକ୍ଟିସ କରନ୍ତୁ 
 
ତଳେ ଦିଆଯାଇଥିବା BUY NOW ବୋଟୋନ ରେ କ୍ଲିକ କରିକି କିଣନ୍ତୁ 
ତଳେ କ୍ଲିକ କରିକି PDF ଡାଉନଲୋଡ଼ କରନ୍ତୁ 
 
 

Instagram

[instagram-feed feed=1]

About us

He was once a little green slab of clay. Gumby! You should see what Gumby can do today. Gumby! He can walk into any book, with his pony pal Pokey, too. If you’ve got a heart then Gumby’s a part of you. read more…

Follow Us

Top