OSSC Revenue Inispector & Amin Recruitment 2019 – 288 Vacancies
Posted on: 21, November 2019
OSSC Revenue Inispector & Amin Recruitment 2019
ପୋଷ୍ଟ ର ନାମ :: ରିଭିନିୟୁ ଇନ୍ସପେକ୍ଟର ଓ ଅମିନ ରିକରୁଟମେଣ୍ଟ
ତାରିଖ: 20 -11 -2019
ଶେଷ ତାରିଖ: ଡିସେମ୍ବର 2019 ନହେଲେ ଜାନୁଆରୀ 2020
ଟୋଟାଲ ଭର୍ତ୍ତି: 288
ସଂକ୍ଷିପ୍ତ ବିବରଣୀ
ଓଡିଶା କର୍ମଚାରୀ ଚୟନ ଆୟୋଗ ରାଜସ୍ବ ନିରୀକ୍ଷକ ଏବଂ ଅମିନ ( ଗୃପ ଡି ଓ ଗୃପ ସି ) ପଦ ପାଇଁ ଯୋଗ୍ୟ କେଣ୍ଡିଡେଟ ଆମନ୍ତ୍ରିତ କରିଛି | ଆବେଦନ ର ପ୍ରାରମ୍ଭିକ ତାରିଖ ତଥା ଶେଷ ତାରିଖ ଡିସେମ୍ବର 2019 ତଥା ଜାନୁଆରୀ 2020 ଅଟେ | OSSC ରାଜସ୍ବ ନିରୀକ୍ଷକ ଏବଂ ଅମିନ ଭର୍ତି 2019 ପାଇଁ ଆପଣ ଆମ ୱେବସାଇଟ ମାଧ୍ୟମରେ ଡିଟେଲସ ପଢି ପାରିବେ |
ଓଡିଶା ଓଏସଏସସି ପରୀକ୍ଷା 2019 ରିଭିନିୟୁ ଇନ୍ସପେକ୍ଟର ଓ ଅମିନ ରିକରୁଟମେଣ୍ଟ WWW.ODISHAFREEJOBALERT.COM |
|
ଆବେଦନ ପାଇଁ ଫିସ ଜେନେରାଲ କେଟେଗୋରୀ : Rs.100/- SC/ ST/ PWH : Nil- ଆବେଦନ କରିବାର ପ୍ରକ୍ରିୟା: ଅନଲାଇନ ଦରମା : ରିଭିନିୟୁ ଇନ୍ସପେକ୍ଟର- 16880/- ଏଡମିନ ରିକରୁଟମେଣ୍ଟ – 8750/- |
|
ମହତ୍ୱପୂର୍ଣ୍ଣ ତାରିଖ ଆବେଦନ କରିବାର ଆରମ୍ଭ ତାରିଖ : ଅତିଶୀଘ୍ର ଅପଡେଟଡ଼ ହେବ ଆବେଦନ କରିବାର ଶେଷ ତାରିଖ : ଅତିଶୀଘ୍ର ଅପଡେଟଡ଼ ହେବ |
|
ବୟସ ସୀମା ( ନଭେମ୍ବର 2019 ଅନୁସାରେ ) ନିମ୍ନତମ: 21 ବର୍ଷ ଅଧିକତମ: 32 ବର୍ଷ ବୟସ ର ରିଲାକ୍ସେସେସନ ରୁଲ ଉପରେ କାର୍ଯ୍ୟକାରୀ ହେବ |
|
ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ସହିତ ଯେକୌଣସି ଷ୍ଟ୍ରିମ ରେ ଗ୍ରାଜୁଏସନ ପାସ |
|
ଭେକେନସି ଡିଟେଲସ |
|
Post Name | Total |
ଟୋଟାଲ ପୋଷ୍ଟ | 288 |
ଆବେଦନ କରିବା ପୂର୍ବରୁ ନୋଟିଫିକେସନ କୁ ଠିକ ରେ ପଢି ଆବେଦନ କରନ୍ତୁ | |
ମହତ୍ଵପୁର୍ଣ ଲିଙ୍କ | |
ଅନଲାଇନ ଆବେଦନ ପାଇଁ | ଏଠାରେ କ୍ଲିକ କରନ୍ତୁ |
ଇନଷ୍ଟ୍ରକ୍ସନ ପାଇଁ | ଏଠାରେ କ୍ଲିକ କରନ୍ତୁ |
ଅଫିସିଆଲ ନୋଟିଫିକେସନ | ଏଠାରେ କ୍ଲିକ କରନ୍ତୁ |
ଅଫିସିଆଲ ୱେବସାଇଟ | ଏଠାରେ କ୍ଲିକ କରନ୍ତୁ |


- IDBI Bank Recruitment 2023 !!! Check Details, Apply Online Link
- Odisha Nursing Officer Recruitment 2023 !!! Check Details, Apply Online Link
- Odisha GDS Recruitment 2023, Apply Now For Odisha Gramin Dak Sevaks
- AAICLAS Security Screener Recruitment
- Odisha Police Constable Recruitment Job: 2023
- Odisha Amin Recruitment: 2023
- Odisha LIC Recruitment 2023: Apply For 9394 Post, Any Graduation Student apply for it for Free
- Latest Job in Ayush, Check Details, Apply Now
- SBI Recruitment, Check Details Apply Now 2022
- BARC Recruitment 2022 – Apply Now
- GAIL Recruitment 2022: Apply Now
- LIC Recruitment 2022: Apply Now
- CSBC Prohibition Constable 2022- Apply Now
- DSSSB Recruitment 2022 – Apply Now
- UPSC Recruitment 2022 – Apply Now
Leave a Reply