ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ
welcome to odisha free job alert, here we discuss a odisha latest job vacancy odisha forest guard notification.
ODISHA FOREST GUARD JOB
ବିଜ୍ଞାପନ । ସଂଖ୍ୟା ; IE-04/2019- 36 (C)/OSSSC ତାରିଖ- 22 11, 2019 ଫରେଷ୍ଟ ଗାର୍ଡ ପଦବୀ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଅନଲାଇନ୍ ଦରଖାସ୍ତ ଆହାନ । ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧୁନସ୍ଥ ବିଭିନ୍ନ ଡିଭିଜନ(Division)ରେ ଖାଲିଥିବା 806 ଟି ଫରେଷ୍ଟ ଗାର୍ଡ ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ OSSSC), ଭୁବନେଶ୍ୱର ଅନଲାଇନ୍ (online) ଦରଖାସ୍ତ ଆହ୍ବାନ କରୁଛନ୍ତି । ଏହି ପଦବୀ ଗୁଡିକର ଡିଭିଜନ ସ୍ତରୀୟ ଖାଲିଥିବା ସଂସ୍ଥା ଓ ଏହାର ସଂରକ୍ଷଣ ବର୍ଗପରି ତାଲିକା, ଦରମାହାର ତଥା ପାରିଶ୍ରମିକ, ବୟସ ସୀମା, ଶିକ୍ଷାଗତ ଓ ସାଧାରଣ ଯୋଗ୍ୟତା, ଦରଖାସ୍ତ କରିବା ପ୍ରଣାଳୀ ଏବଂ ଅନ୍ୟାନ୍ୟ ସୁବଳୀର ସବିଶେଷ ତଥ୍ୟ ଏହି ଆୟୋଗଙ୍କ ୱେବସାଇଟ www.osssc.gov.in ରେ ଜପଲବ୍ଧ ହେବ । ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀ ମାନେ ଉକ୍ତ ୱେବସାଇଟ୍ କୁ logon କରି ଅନଲାଇନ୍ (online)ରେ ଦରଖାସ୍ତ କରିପାରିବେ ।
ଯଦି ଓଡିଶା ଫରେଷ୍ଟ ଗାର୍ଡ ଫୁଲ ସିଲାବସ ଓ ପରୀକ୍ଷା ପ୍ରଣାଳୀ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ତଳ ଫୋଟୋ ରେ କ୍ଲିକ କରନ୍ତୁ
ଗୁରୁତ୍ବପୂର୍ଣ୍ଣ ଚାରିଖ
|
||
ପ୍ରକ୍ରିୟା
|
ଆରମ୍ଭ ତାରିଖ
|
ଶେଷ ତାରିଖ
|
ଅନଲାଇନ ପଞ୍ଜିକରଣ
|
29.11.2019
|
29.12.2019
|
ଅନଲାଇନ୍ ପରୀକ୍ଷା ଦେୟ ପଇଠ
|
29.11.2019
|
29. 12.2019
|
ଟ୍ରେଜେରି ଚାଲାଣ ଦ୍ଵାରା ପରୀକ୍ଷା ଦେୟ ପଇଠ
|
29.11.2019
|
29.12.2019
|
ଅନଲାଇନ୍ ଆବେଦନ
|
29.11.2019
|
06.01.2020
|
ପ୍ରତିଦିନ ଭିଡ଼ିଓ କ୍ଲାସ ପାଇଁ ଓଡିଶା ସରକାରୀ ଏକ୍ଜାମ ୟୁଟୁବ ଚେନାଲ କୁ ଶବସକ୍ରାଇବ କରନ୍ତୁ
ଫୋଟୋ ରେ କ୍ଲିକ କରନ୍ତୁ ଶବସକ୍ରାଇବ କରିବା ପାଇଁ
odisha forest guard, odisha forest guard job, odisha forest guard notification, odisha forest guard notificaton, odisha latest job, odisha latest job vacancy


- IDBI Bank Recruitment 2023 !!! Check Details, Apply Online Link
- Odisha Nursing Officer Recruitment 2023 !!! Check Details, Apply Online Link
- Odisha GDS Recruitment 2023, Apply Now For Odisha Gramin Dak Sevaks
- AAICLAS Security Screener Recruitment
- Odisha Police Constable Recruitment Job: 2023
- Odisha Amin Recruitment: 2023
- Odisha LIC Recruitment 2023: Apply For 9394 Post, Any Graduation Student apply for it for Free
- Latest Job in Ayush, Check Details, Apply Now
- SBI Recruitment, Check Details Apply Now 2022
- BARC Recruitment 2022 – Apply Now
- GAIL Recruitment 2022: Apply Now
- LIC Recruitment 2022: Apply Now
- CSBC Prohibition Constable 2022- Apply Now
- DSSSB Recruitment 2022 – Apply Now
- UPSC Recruitment 2022 – Apply Now
Leave a Reply