Odia Letter for Inviting Friend on the Occasion of his Birthday
Posted on: 21, November 2019
ନିଜର ଜନ୍ମଦିନ ରେ ଡାକିବା ପାଇଁ ସାଙ୍ଗକୁ ପତ୍ର
Odia Letter for Inviting Friend on the Occasion of his Birthday
ଲେଟର ଲେଖିବା ଆଗରୁ ଧ୍ୟାନ ଦିଅନ୍ତୁ
କଣ ଲେଖିବେ :
– ପ୍ରଥମେ ଲେଟର କୁ ଏମିତି ଲେଖନ୍ତୁ କି ଯାହା ପତ୍ର ଏକ ଭଲ ଗୁଣବତ୍ତା କୁ ଦର୍ଶାଇବ |
– ସମ୍ବଦ୍ଧିତ ବ୍ୟକ୍ତି କୁ ସିଧା ସମ୍ବୋଧିତ କରନ୍ତୁ |
– ଏହି ପ୍ରକାର ଲେଟର ରେ ଷ୍ଟାଇଲିସ ଫୋଣ୍ଟ ର ବ୍ୟବହାର କରିପାରିବେ |
– କୌଣସି ମେସିନ ରେ ଟାଇପିଂ ନକରି ହସ୍ତଲିଖିତ ପତ୍ର ଲେଖି ପଠାଇଲେ ଭଲ |
– ଆପଣ ପତ୍ର ଶେଷରେ , ଏକ ଭାବନାତ୍ମକ ସ୍ପର୍ଶ ଦେଇ ପାରିବେ |
– ଆପଣ ସାଙ୍ଗକୁ ଲେଟର ଲେଖୁଛନ୍ତି ସେଥିରେ ଆପଣଙ୍କୁ ଏତେ ସାହିତ୍ୟିକ ଭାଷା ନଲେଖିଲେ ଚଳିବ ଆପଣଙ୍କର ଭାଷା ବ୍ୟବହାର କରନ୍ତୁ |
– ସାଙ୍ଗ କୁ ଏମିତି କିଛି କଥା ଲେଖନ୍ତୁ ନି ଯେଉଁଠି ତାକୁ ଆପଣଙ୍କର କୌଣସି କଥା ଖରାପ ଲାଗିବ |
–
ନିଜର ଜନ୍ମଦିନ ରେ ଡାକିବା ପାଇଁ ସାଙ୍ଗକୁ ପତ୍ର
ଖଣ୍ଡଗିରି , ଭୁବନେଶ୍ୱର
ତାରିଖ – 20-ନଭେମ୍ବର-2019
ପ୍ରିୟ ଶୋଭିତ,
ନମସ୍କାର
ମୁଁ ଜଗନ୍ନାଥ ଙ୍କ ଦୟାରୁ ବହୁତ କୁଶଳ ରେ ଅଛି ଆଶା କରୁଛି ତମେ ମଧ୍ୟ ବହୁତ କୁଶଳରେ ଥିବ | ତୁମେ ଏହା ଜାଣି ଖୁସି ହେବ ଯେ ଆଗାମୀ 30 ନଭେମ୍ବର ଦିନ ମୋର 24ତମ ଜନ୍ମଦିନ ମନାଇବାକୁ ଯାଉଛି | ଏହି ଅବସରରେ ମୋ ଘରେ ଏକ ସମାରୋହ କରାଯିବ | ମୁଁ ଚାହେଁ ତୁମେ ମଧ୍ୟ ଏହି ଅବସରରେ ଯୋଗ ଦେଲେ ମୁ ଅତ୍ୟନ୍ତ ଖୁସି ହେବ | ଏହି ସମାରୋହ ସନ୍ଧ୍ୟା 7.00 ରେ ଆରମ୍ଭ ହେବ | ତୁମେ 30 ତାରିଖ ଦିନ ସକାଳେ ଆସିଯିବ | ତୁମେ ଆସିଲେ ମୁ ବହୁତ ଖୁସି ହେବି |
ଆସିବା ଆଗରୁ ଟିକିଏ ଫୋନ ରେ ସୂଚନା ଦେଇଦେବେ ମୁଁ ତୁମର ସନ୍ଦେଶ କୁ ପ୍ରତୀକ୍ଷା କରିବି |
ତୁମର ପ୍ରିୟ ସାଙ୍ଗ
ଦିଲ୍ଲୀପ
odia letter, Odia Letter for Inviting Friend on the Occasion of his Birthday, odia letter odia letter, odia letter writing process, ODIA LETTER Writting


- IDBI Bank Recruitment 2023 !!! Check Details, Apply Online Link
- Odisha Nursing Officer Recruitment 2023 !!! Check Details, Apply Online Link
- Odisha GDS Recruitment 2023, Apply Now For Odisha Gramin Dak Sevaks
- AAICLAS Security Screener Recruitment
- Odisha Police Constable Recruitment Job: 2023
- Odisha Amin Recruitment: 2023
- Odisha LIC Recruitment 2023: Apply For 9394 Post, Any Graduation Student apply for it for Free
- Latest Job in Ayush, Check Details, Apply Now
- SBI Recruitment, Check Details Apply Now 2022
- BARC Recruitment 2022 – Apply Now
- GAIL Recruitment 2022: Apply Now
- LIC Recruitment 2022: Apply Now
- CSBC Prohibition Constable 2022- Apply Now
- DSSSB Recruitment 2022 – Apply Now
- UPSC Recruitment 2022 – Apply Now
Leave a Reply