Importance of Education | Sikhyara Mahatwa odia essay

25/12/2019
9 mins read

Importance Of Education Odia essay

welcome to odisha free job alert, where we discuss odia essay on importance of education ( sikhyara mahatwa ) odia essay, odia essay importance of education in real life.

ପ୍ରସ୍ତାବନା ଶିକ୍ଷା ବ୍ୟକ୍ତିର ଅନ୍ତର୍ନିହିତ ପୁର୍ନତା କୁ ଅଭିବ୍ୟକ୍ତ କରିଥାଏ , ଶିକ୍ଷା ମନୁଷ୍ୟ ପାଖରେ ସ୍ଵଭାଵ ସିଦ୍ଧ ଅଟେ | କୌଣସି ବି ଶିକ୍ଷା ବାହାରୁ ଆସିନଥାଏ ସବୁ ମଣିଷର ଭିତରେ ହିଁ ରହିଥାଏ | କାହିଁକି ନା ଗୋଟିଏ ମନୁଷ୍ୟ କେଉଁ କଥା କହିଲେ ଠିକ ହେବ କେଉଁ କଥା କହିଲେ ଠିକ ହେବ ନାହିଁ ତାର ବିଚାର କରିବାର ଶକ୍ତି ଯାହା ପାଖରେ ଅଛି ତାକୁ ହିଁ ଆମେ ଶିକ୍ଷା କହିବା | ମଣିଷ ଯାହା ସବୁ ଅନ୍ୟଠୁ ଶିଖିଥାଏ ସେ ସବୁ ମାତ୍ର ବାସ୍ତବରେ ଏକ ଆବିଷ୍କାର କରିବା ହିଁ ଅଟେ | ଶିକ୍ଷା ବିନା ମଣିଷର କିଛି ଅତ୍ୟୁକ୍ତି ନାହିଁ | ଭଲ ଶିକ୍ଷା ହେଲେ ସମାଜରେ ଗୋଟେ ଭଲ ମଣିଷ ର ଆଖ୍ୟା ଜଣେ ଶିକ୍ଷଣୀୟ ବ୍ୟକ୍ତି ପାଇଥାଏ |


ଟ୍ରାଫିକ ଯାମ ବଢିବାର କାରଣ ଉପରେ ଓଡ଼ିଆ ରଚନା ପଢିବା ପାଇଁ ଏଇଠି କ୍ଲିକ କରନ୍ତୁ 


ଆଜିର ସମାଜ ରେ ଶିକ୍ଷା ଅତ୍ୟନ୍ତ ମହତ୍ୱ ଅଟେ | ଆଜିକାଲି ବିନା ଶିକ୍ଷାରେ ବଂଚିବା ବହୁତ ମୁସ୍କିଲ ହୋଇଗଲାଣି | ଆଗ କାଳରେ ଅତ୍ୟଧିକ ଲୋକ ଗାଁ ରେ ବସବାସ କରୁଥିଲେ , ଯେଉଁଠି ତାଙ୍କର ମୁଖ୍ୟ ବ୍ୟବସାୟ ଚାଷ ଥିଲା, ଆଉ ଚାଷ କରିବା ପାଇଁ ହେଲେ ସେତିକି ଜ୍ଞାନ ଦରକାର ପଡୁନଥିଲା | ଏବେ ଲୋକମାନେ ଚାଷ କାମ ଛାଡି ବେଶୀ ବ୍ୟବସାୟ କରିବା ଆଡ଼କୁ ମନ ବୋଲାଉଛନ୍ତି | ଚାଷ କାମ ଛାଡି ବହୁତ ଲୋକ ସରକାରୀ ଚାକିରୀ କିମ୍ୱା କୌଣସି ବ୍ୟବସାୟ ଆଡ଼କୁ ମନ ବୋଲାଉଛନ୍ତି କିନ୍ତୁ ଏହି ପ୍ରକାର କାମ ପାଇଁ ଆପଣଙ୍କୁ ଶିକ୍ଷିତ ହେବ ଅନିବାର୍ଯ୍ୟ ଅଟେ, କାହିଁକି ନା ଏ ପ୍ରକାର କାମରେ ବେଶୀ ପରିମାଣରେ କାଗଜ ପତ୍ର ଓ ଜ୍ଞାନ ର ଆବଶ୍ୟକ ପଡିଥାଏ |

ଶିକ୍ଷା ଚରିତ୍ର ଗଠନ କରିଥାଏ : ମନୁଷ୍ୟ ର ଚରିତ୍ର ତାର ବିଭିନ୍ନ ପ୍ରବୃତ୍ତି ର ସମଷ୍ଟି ହେଇଥାଏ | ମଣିଷ ଯେତେବେଳେ ମଧ୍ୟ କୌଣସି କାମ କରିଥାଏ ସବୁ ବୁଝି ବିଚାରି କରିଥାଏ | କିନ୍ତୁ ସବୁ ମଣିଷ ଏ ବୁଝିବାର କ୍ଷମତା ନଥାଏ ଗୋଟିଏ ଶିକ୍ଷିତ ବ୍ୟକ୍ତି ହିଁ ସବୁବେଳେ ବୁଝି ବିଚାରି କାମ କରିଥାଏ | ଯେମିତି ଲୋହାର କୌଣସି ବି ଲୁହା କୁ ହାତୁଡି ରେ ପିଟି ପିଟି ଏକ ନିଶ୍ଚିତ ଆକୃତିକୁ ନେଇଆସିଥାଏ , ସେମିତି ଯେତେ ଅଶିକ୍ଷିତ ବ୍ୟକ୍ତି ହେଲେ ମଧ୍ୟ ଯଦି ସେ ଶିକ୍ଷା ର ଗ୍ରହଣ କରିବ ବା ଆଉ କାହାଠାରୁ ଶିକ୍ଷା କୁ ଗ୍ରହଣ କରିବ ସେ ମଧ୍ୟ ଦିନେ ଶିକ୍ଷିତ ବ୍ୟକ୍ତି ହେଇ ପାରିବ | ଶିକ୍ଷା ଯୋଗୁଁ ବ୍ୟକ୍ତିର ବିଚାର ସଜୀଵ ହୋଇଥାଏ | ଏହାର ଦୌଡ଼ ବହୁତ ଦୂର ପର୍ଯ୍ୟନ୍ତ ରହିଥାଏ ଏଥିପାଇଁ ବ୍ୟକ୍ତି କୁ ନିଜ ବିଚାରରେ ସାବଧାନ ରହିବା ଦରକାର ଓ ନିଜର ଶିକ୍ଷା ଆଡକୁ ଅଗ୍ରସର ହେବା ଉଚିତ |


ପ୍ରଦୂଷଣ ଉପରେ ଓଡ଼ିଆ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ 


ଶିକ୍ଷା ଦ୍ୱାରା ବ୍ୟକ୍ତି ର ବିକାଶ ହୋଇଥାଏ: ସମ୍ପୂର୍ଣ ଶିକ୍ଷା ତଥା ସମସ୍ଥ ଅଧ୍ୟୟନ ର ଏକମାତ୍ର ଉଦେଶ୍ୟ ଅଟେ ହିଁ ବ୍ୟକ୍ତିତ୍ୱ କୁ ଗଢିବା | କୌଣସି ବ୍ୟକ୍ତି ର ବିକାଶ ପାଇଁ ଶିକ୍ଷା ବହୁତ ଜରୁରୀ ଅଟେ |

ଯଦି କୌଣସି ଓଉଦଗିକି କ୍ଷେତ୍ରରେ କାମ କରିବାକୁ ଚାହିଁଲେ ସେଠି ମଧ୍ୟ ବହୁତ ସାରା ନିୟମ ର ପାଳନ କରିବାକୁ ପଡିଥାଏ, ଓ ତା ପାଇଁ ଶିକ୍ଷିତ ହେବା ଅନିବାର୍ଯ୍ୟ ଅଟେ | ଆଜିକାଲି ଛୋଟରୁ ଛୋଟ ଚାକିରୀ ରେ ଏମିତି କି ଏକ ଛୋଟ ଚପରାଶି ପୋଷ୍ଟ ପାଇଁ ମଧ୍ୟ ପଢିବା ଲେଖିବା ଦରକାର ପଡୁଛି | ଶିକ୍ଷା କେବଳ ଚାକିରୀ ପାଇଁ ହୋଇ ନଥାଏ, ଶିକ୍ଷା ପାଇବା ଦ୍ୱାରା ଲୋକଙ୍କର ବହୁତ ସାରା ଜ୍ଞାନ ହୋଇଥାଏ ଓ ଶିକ୍ଷିତ ଲୋକ ସମାଜ କୁ ଠିକ ଭାବରେ ବୁଝି ପାରିଥାନ୍ତି | ସେମାନେ ଭବିଷ୍ୟ ପାଇଁ ଭଲ ଯୋଜନା କରି ପାରନ୍ତି |

ଶିକ୍ଷା କାରଣରୁ ବହୁତ ପ୍ରକାର ର ଆବିଷ୍କାର ହୋଇଅଛି | ଏହି ଆବିଷ୍କାର ଦ୍ୱାରା ମଣିଷର ଜୀବନ ଆହୁରି ମଧ୍ୟ ସରଳ ହୋଇ ଯାଇଛି | ଚିକିତ୍ସା କ୍ଷେତ୍ର ରେ ମଧ୍ୟ ବହୁତ ବିକାଶ ହୋଇପାରିଛି , ଯାହା ଫଳରେ ଲୋକଙ୍କ ଜୀବନ ବଂଚି ପାରିଛି ଭଲ ଶିକ୍ଷା ହେବ ଦ୍ୱାରା ଭଲ ଭଲ ଇଞ୍ଜିନିୟର , ଡାକ୍ତର , ଓକିଲ, ବିଜିନେସ ମେନ ଆଦି ଵାଣିଥାନ୍ତି | ଶିକ୍ଷା ଦ୍ୱାରା ବ୍ୟାପାର ର ବିକାଶ ହୋଇଥାଏ ଓ ଦେଶର ଆୟ ରେ ବୃଦ୍ଧି ଘଟିଥାଏ | ଯଦି ମଣିଷ ଭଲ ଭାବରେ ଶିକ୍ଷା ପ୍ରାପ୍ତ କରି ନିଏ ଅନ୍ୟ ଉପରେ ନିର୍ଭର କରି ନଥାଏ | ସେଥିପାଇଁ ଏକ ଭଲ ମଣିଷ ବନିବା ପାଇଁ ହେଲେ ଶିକ୍ଷା ଅନିବାର୍ଯ୍ୟ ଅଟେ


ସମୟର ସଦୁପୋଯୋଗ ଉପରେ ଓଡ଼ିଆରେ ରଚନା ପାଇବା ପାଇଁ ଏଠାରେ କ୍ଲିକ କରନ୍ତୁ 


ଯଦି ପୋଷ୍ଟ ଟି ଆପଣଙ୍କୁ ପସନ୍ଦ ଆସେ ଅନ୍ୟ ମାନଙ୍କୁ WHATSAPP , ଟେଲିଗ୍ରାମ ତଥା ଫେସବୁକ ରେ ସେୟାର କରି ଅନ୍ୟ ମାନଙ୍କୁ ପଢିବାରେ ସାହାଯ୍ୟ କରନ୍ତୁ |


ଇଂରାଜୀ ରେ ପଢିବା ପାଇଁ ଏଠି କ୍ଲିକ କରନ୍ତୁ 


 

Instagram

[instagram-feed feed=1]

About us

He was once a little green slab of clay. Gumby! You should see what Gumby can do today. Gumby! He can walk into any book, with his pony pal Pokey, too. If you’ve got a heart then Gumby’s a part of you. read more…

Follow Us

Top