Odishafreejobalert.com
Daily Free Job Update
Latest Job Odisha , Laboratory Attendant Mayurbhanj
Posted on: 8, November 2019

LATEST JOB ODISHA LABOROTORY ATTENDENT MAYURBHANJ

 
ମୟୂରଭଞ୍ଜ ଜିଲ୍ଲାର ଇଛୁକ ପ୍ରାର୍ଥୀ ପ୍ରାର୍ଥୀନୀ ମାନଙ୍କଠାରୁ ଡିନ୍ ପ୍ରିନସିପାଲସୁପରିନଟେଣ୍ଡାଣ୍ଟ, ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟ, ବାରିପଦାଙ୍କ କାର୍ଯ୍ୟାଳୟରେ ଖାଲିଥୁବା ୫୪ଟି ଚତୁର୍ଥ ଶ୍ରେଣୀ|ବିଭିନ୍ନ ପଦବୀରେ ଚୁକ୍ତିଭିତ୍ତକ ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଉଅଛି ଉକ୍ତ ପଦବୀନିମନ୍ତେ ହେବାକୁଥିବା ଚୟନ ପ୍ରକ୍ରିୟାରେ ଉଭିଏଁହେଲେ ଖାଲିଥିବା ନିମ୍ନଳିତ ପଦବୀ ଗୁଡ଼ିକରେ ନିଯୁକ୍ତିକରାଯିବ
Sl no Name of Post Total no.of post ST ST(W) SC SC(W) SEBC SEBC(W) UR UR(W)
1 Attendent 30 05 02 03 02 02 01 10 05
2 Laboratory Attendent 20 20 05   01     12 02
3 Peon 04 01   01       02  
           
     ଉପରୋକ୍ତପଦବୀ ଗୁଡ଼ିକର ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ବିବରଣୀ ଥୁବା Advertisement No.2163/ |PRMMCH, Dt.06.11.2019 ଏବଂapplication Form (ଆବେଦନପତ୍ର) ମୟୂରଭଞ୍ଜ ଜିଲ୍ଲା ୱେବସାଇଟ୍https://mayurbhanj.nic.in ଉପରୋକ୍ତ କାର୍ଯ୍ୟାଳୟର ବିଜ୍ଞାପନ ଫଳକରେ ଉପଲବ୍ଧ ଅଟେ | ଆବେଦନ ପତ୍ର ଗୁଡ଼ିକ ପଣ୍ଡିତରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ। ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସର) ଯୋବାରିପଦା, ଜିଲ୍ଲାମୟୂରଭଞ୍ଜ, ପିନ୍୭୫୭୦୧, ଠିକଣାରେକେବଳ ରେଜେଷ୍ଟ୍ରି। ଶିଜ୍ ପୋଷ୍ଟ ଦ୍ବାରାତା.୧୬.୧୨.୨୦୧୯ରିଖ ସୁଦ୍ଧା ପହଞ୍ଚିବା ଆବଶ୍ୟକ ନିର୍ଦ୍ଧାରିତ ତାରିଖପରେ ପ୍ରାପ୍ତ |ଆବେଦନ ପତ୍ର ଗୁଡ଼ିକୁ ବିଚାରକୁନିଆଯିବ ନାହିଁ ଜାକ ଜନିତବିଳମ୍ବ ପାଇଁ ଜର୍ଭପକ୍ଷ ଦାୟୀରହିବେ ନାହିଁ


See notification : Click Here 

Official Website : Click Here 

 


, ,

Leave a Reply

Your email address will not be published. Required fields are marked *