Odishafreejobalert.com
Daily Free Job Update
ସମ୍ବଲପୁର ଗ୍ରାମ ସେବକ 2021, ଆବେଦନ କରନ୍ତୁ
Posted on: 7, February 2021
ସଂକ୍ଷିପ୍ତରେ ଜାନକାରୀ :

ଓଡିଶା ଗ୍ରାମ ସେବକ 2021 ଜବ ଅପଡେଟ: ଗ୍ରାମ ରୋଜଗାର ସେବକ ପଦବୀ ନିଯୁକ୍ତି ପାଇଁ ସ୍ଵମ୍ବଲପୁର ଡେଭଲପ୍ମେଣ୍ଟ ଏଜେନ୍ସ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରାର୍ଥୀମାନେ ଯେଉଁମାନେ ଖାଲି ବିବରଣୀ ପାଇଁ ଆଗ୍ରହୀ ଅଟନ୍ତି ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଥିଲେ ସେମାନେ ବିଜ୍ଞପ୍ତି ପଢିପାରିବେ ଏବଂ ଅନ୍ଲାଇନ୍ରେ ଆବେଦନ କରିପାରିବେ | |

Odisha Gram Sevak Sambalpur

ଓଡିଶା ଗ୍ରାମ ସେବକ 2021 (SAMBALPUR)

www.odishafreejobalert.com

 

ସମ୍ପୂର୍ଣ୍ଣ ବିବରଣୀ
ଟୋଟାଲ ପଦ

15 ପଦ
ପଦର ନାମ

ଓଡିଶା ଗ୍ରାମ ସେବକ
ମହତ୍ୱପୂର୍ଣ୍ଣ ତିଥି
  • ଆବେଦନ କରିବାର ତାରିଖ  : 07 ଫେବୃଆରୀ 2020
  • ଆବେଦନ କରିବାର ଶେଷ ତାରିଖ  : 25 ଫେବୃଆରୀ 2020
  • ପରୀକ୍ଷା ଫିଜ ଦେୟ କିରବାର ତାରିଖ  : ପଇସା ପେମେଂଟ ଦରକାର ନାହିଁ
  • ପରୀକ୍ଷା ତାରିଖ  : ପରୀକ୍ଷା ନାହିଁ
  • ସିଲେକ୍ସନ ତାରିଖ  : ଏ ପର୍ଯ୍ୟନ୍ତ ଅପଡେଟ ନାହିଁ
  • ପୋଷ୍ଟିଙ୍ଗ ତାରିଖ : ଏ ପର୍ଯ୍ୟନ୍ତ ଅପଡେଟ ନାହିଁ
ଆବେଦନ ଶୁକ୍ଳ
  • ଜେନେରାଲ, ଓବିସି , ପରୀକ୍ଷାର୍ଥୀ :  ଟଙ୍କା   Rs 0/-
  • SC, ST  ପରୀକ୍ଷାର୍ଥୀ :  ଟଙ୍କା   Rs 0/-
  • PH  ପରୀକ୍ଷାର୍ଥୀ :  ଟଙ୍କା   Rs 0/-
ବୟସ ସୀମା
  • ବୟସ ସୀମା :21 ବର୍ଷ
  • ଅଧିକତମ ଆୟୁ : 32 ବର୍ଷ
  • ବୟସ ଉପରେ ଅଧିକ ଜାଣିବା ପାଇଁ ନୋଟିଫିକେସନ ପଢନ୍ତୁ
ଆବେଦନ ଶୁକ୍ଳ ପୈଠ କରିବାର ପ୍ରକାର
  • ଆବେଦନ କରିବା ପାଇଁ କୌଣସି ପଇସା ଦରକାର ପଡିବ ନାହିଁ
ଶିକ୍ଷାଗତ ଯୋଗ୍ୟତା
  • କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାନ ରୁ +2 ପାସ କରିଥିବା ଅନିବାର୍ଯ୍ୟ ଅଟେ ତାହା ସହ କମ୍ପୁଟର ଜ୍ଞାନ ମଧ୍ୟ ରହିବା ଆବଶ୍ୟକ ଅଟେ |
  • ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକ ଜାଣିବା ପାଇଁ ହେଲେ ନୋଟିଫିକେସନ ପଢନ୍ତୁ |
ସିଲେକସନ ପ୍ରୋସେସ
  • ପରୀକ୍ଷାର୍ଥୀ ଙ୍କ ଚୟନ ମାର୍କ ଅନୁଯାଇତଥା +2 ପରୀକ୍ଷା ମାର୍କ  ଆଧାରରେ କରାଯିବ
ପଦ ର ବିବରଣ
ପଦର ନାମ
GEN
OBC
SC
ST
ଟୋଟାଲ
ଗ୍ରାମ ସେବକ
15
ଆବେଦନ ପ୍ରକ୍ରିୟା
  • ” ଅପଲାଇନ” ଏହି ପୋଷ୍ଟ ରେ ଶେଷରେ ଆବେଦନ କରିବା ପାଇଁ ଲିଙ୍କ ଦିଆଯାଇଛି ଗ୍ରମସେବକ  ସମ୍ବଦ୍ଧିତ ନୋଟିଫିକେସନ କୁ ଆବେଦନ କରିବା ପୂର୍ବରୁ ଧ୍ୟାନ ସହିତ ପଢନ୍ତୁ ଓ ତାପରେ ଆବେଦନ କରନ୍ତୁ
ମହତ୍ୱପୂର୍ଣ୍ଣ ନିର୍ଦେଶ
  • ସମ୍ବଲପୁର ଓଡିଶା ଗ୍ରାମ ସେବକ ଫର୍ମ ଭରିସାରିଲା ପରେ ରେଜିଷ୍ଟ୍ରେସନ ର ରସିଦ ତଥା ଶୁକ୍ଳ ର ରସିଦ ନିଜ ପାଖରେ ସୁରକ୍ଷିତ ରଖନ୍ତୁ
ସବୁ ପରୀକ୍ଷାର୍ଥୀ ଫର୍ମ କୁ ଆବେଦନ କରିବା ପୂର୍ବରୁ JOB ର ଫୁଲ ନୋଟିଫିକେସନ ପଢନ୍ତୁ
ମହତ୍ଵପୁର୍ଣ ଲିଙ୍କ୍ସ

 


Leave a Reply

Your email address will not be published. Required fields are marked *